ସ୍ବାଭିମାନ ଅଞ୍ଚଳରେ ବୋଟ୍‌ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ

ମାଲକାନଗିରି: ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ ବିଏସ୍‌ଏଫ୍‌ ଦ୍ଵାରା ବୋଟ୍‌ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ ହୋଇଛି। ୭୩ ତମ ସାଧାରଣତନ୍ତ୍ର ଦିବସ ଅବସରରେ ବିଏସ୍‌ଏଫ୍‌ ଡିଆଇଜି ସଞ୍ଜୟ କୁମାର ସିଂହ ଗୁରୁପ୍ରିୟା ସେତୁ ନିକଟରେ ଏହାକୁ ଉଦଘାଟନ କରିଛନ୍ତି। ଏହି ଉତ୍ସବରେ ରାଜ୍ୟ ସରକାରଙ୍କ କେତକ ଅଧିକାରୀ ବି ଯୋଗ ଦେଇଥିଲେ। ଏଠାରେ ବହୁସଂଖ୍ୟକ ଲୋକ ବି ଉପସ୍ଥିତ ଥିଲେ। ଚଳିତ ମାସ ୩୦ ତାରିଖରୁ ବାଲିମେଳା ଡ୍ୟାମ୍‌ର ଉଭୟ ପାର୍ଶ୍ଵରେ … Continue reading ସ୍ବାଭିମାନ ଅଞ୍ଚଳରେ ବୋଟ୍‌ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ